ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରତ୍ୟେକ ପଦକ୍ଷେପ ଆମ ଲୋକଙ୍କ ଦକ୍ଷତା ଏବଂ ଉତ୍ସାହର ପ୍ରମାଣ: ପ୍ରଧାନମନ୍ତ୍ରୀ
प्रविष्टि तिथि:
11 JUN 2023 11:32AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲୋକଙ୍କ ଦୃଢ଼ ସଂକଳ୍ପକୁ ଉଜାଗର କରୁଥିବା ବିଭିନ୍ନ ସରକାରୀ ଯୋଜନା ବାବଦରେ ଆଲେଖ୍ୟ, ଭିଡିଓ, ଗ୍ରାଫିକ୍ସ ଏବଂ ସୂଚନାକୁ ସେୟାର କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
‘ଏକ ଏପରି ଦେଶର ସେବା କରିବାରେ ଗର୍ବ ହୋଇଥାଏ ଯେ କି ଦୃଢ଼ ସଂକଳ୍ପର ସହ ଆଗକୁ ବଢ଼େ । ବହୁପକ୍ଷୀୟ ମଞ୍ଚଠାରୁ ଆରମ୍ଭ କରି ଆତ୍ମ ନିର୍ଭର ଭାରତରୁ ‘ମେକ୍ ଇନ୍ ଇଣ୍ଡିଆ’ ପର୍ଯ୍ୟନ୍ତ ସବୁ ପଦକ୍ଷେପରେ ଆମ ଲୋକଙ୍କ ଶକ୍ତି ଏବଂ ଉତ୍ସାହର ପ୍ରମାଣ ରହିଛି’ । #9YearsOfIndiaFirst
SR
(रिलीज़ आईडी: 1931447)
आगंतुक पटल : 161
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam