ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଡକ୍ଟର ମନସୁଖ ମାଣ୍ଡଭୀୟଙ୍କ ଦ୍ୱାରା ଲିଖିତ “ୱାନ ୱାର୍ଲଡ, ୱାନ ହେଲ୍‍ଥ” ଶୀର୍ଷକ ପ୍ରବନ୍ଧକୁ ପିଏମ୍‍ଓ ପକ୍ଷରୁ ସେୟାର କରାଯାଇଛି

ପୋଷ୍ଟ କରାଯିବା ଦିନାଙ୍କ: 10 JUN 2023 1:06PM by PIB Bhubaneswar

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟଙ୍କ ଦ୍ୱାରା ଲିଖିତ ପ୍ରବନ୍ଧ “ୱାନ ୱାର୍ଲଡ, ୱାନ ହେଲ୍‍ଥ” କୁ ପ୍ରଧାନମନ୍ତ୍ରୀଙ୍କ ଦପ୍ତର ସେୟାର କରିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଏକ ଟୁଇଟ୍‍କୁ ସେୟାର କରି ପ୍ରଧାନମନ୍ତ୍ରୀଙ୍କ ଦପ୍ତର ଟୁଇଟ୍‍ କରିଛି;

“କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ କୋଭିଡ ମହାମାରୀ ସମୟରେ ବିଭିନ୍ନ ପ୍ଲାଟଫର୍ମ ଯଥା କୋ ୱିନ୍‍ ଏବଂ ଇ-ସଞ୍ଜିବନୀ କିଭଳି ଟୀକା ପ୍ରଦାନ ସହିତ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଗେମ୍‍ ଚେଞ୍ଜର ହୋଇଥିଲା ତାହା ଉପରେ ଲେଖିଛନ୍ତି ।”

HS


(ରିଲିଜ ଆଡି: 1931250) ପରିଦର୍ଶକ କାଉଣ୍ଟର : 213