ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜମ୍ମୁ-କାଶ୍ମୀରରେ ଲାଭେଣ୍ଡରର ଲୋକପ୍ରିୟତାକୁ ନେଇ ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
10 JUN 2023 1:02PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମନ୍ କୀ ବାତର ଏକ କ୍ଲିପ୍ ସେୟାର କରିଛନ୍ତି, ଯେଉଁଠି ସେ ଲାଭେଣ୍ଡର ପ୍ରସଙ୍ଗ ଉପରେ ଆଲୋକପାତ କରିଛନ୍ତି ।
ଜମ୍ମୁ-କାଶ୍ମୀରରେ ଲାଭେଣ୍ଡରର ଲୋକପ୍ରିୟତାକୁ ନେଇ ଶ୍ରୀ ମୋଦୀ ଖୁସି ବ୍ୟକ୍ତ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂଙ୍କ ଏକ ଟୁଇଟର ଉତ୍ତରରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
‘ଜମ୍ମୁ-କାଶ୍ମୀରରେ ଲାଭେଣ୍ଡର ଲୋକପ୍ରିୟ ହେବା ଦେଖି ଖୁସି । ମୁଁ ନିକଟରେ ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଏହି ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲି । youtu.be/kkbQzipkqrA’
SR
(ରିଲିଜ ଆଡି: 1931246)
ପରିଦର୍ଶକ କାଉଣ୍ଟର : 144
ଏହି ରିଲିଜ ପଢନ୍ତୁ :
Bengali
,
Assamese
,
English
,
Urdu
,
Marathi
,
हिन्दी
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam