ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ଓପନଏଆଇ ର ସିଇଓ ସାମ ଅଲ୍ଟମ୍ୟାନ

Posted On: 09 JUN 2023 10:44AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଓପନଏଆଇ ସିଇଓ ଶ୍ରୀ ସାମ ଅଲ୍ଟମାନ ଗତକାଲି ସାକ୍ଷାତ କରିଥିଲେ

ଓପନଏଆଇର ସିଇଓ ସାମ ଅଲ୍ଟମ୍ୟାନଙ୍କ ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

ସାମ୍ ଅଲ୍ଟମ୍ୟାନ୍ଙ୍କୁ ବାର୍ତ୍ତାଳାପ ପାଇଁ ଧନ୍ୟବାଦ   ଭାରତର ବୈଷୟିକ ଇକୋସିଷ୍ଟମକୁ ବଢାଇବାରେ ଏଆଇ ସମ୍ଭାବନା ବାସ୍ତବରେ ବିସ୍ତୃତ ଏବଂ ବିଶେଷ ଭାବରେ ଯୁବକମାନଙ୍କ ମଧ୍ୟରେ ରହିଛି ଆମେ ସମସ୍ତ ମିଳିତ ଉଦ୍ୟମକୁ ସ୍ୱାଗତ କରୁଛୁ ଯାହା ଆମ ନାଗରିକଙ୍କୁ ସଶକ୍ତିକରଣ ପାଇଁ ଡିଜିଟାଲ୍ ପରିବର୍ତ୍ତନକୁ ତ୍ୱରାନ୍ୱିତ କରିପାରିବ

HS



(Release ID: 1930991) Visitor Counter : 98