ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଶାସନରେ କାନ୍ତି ଏବଂ ଉନ୍ନତିମୂଳକ ସେବା ବିତରଣ ପାଇଁ ଭାରତ ଜ୍ଞାନକୌଶଳ ଗ୍ରହଣ କରିଛି: ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 09 JUN 2023 2:59PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜିଅଭିବୃଦ୍ଧି ପାଇଁ ଜ୍ଞାନକୌଶଳର ବର୍ଷଉପରେ ପ୍ରବନ୍ଧ, ଭିଡିଓ, ଗ୍ରାଫିକ୍ସ ଏବଂ ସୂଚନା ସେୟାର କରିଛନ୍ତି

ପ୍ରଧାନମନ୍ତ୍ରୀ ଟୁଇଟ୍କରିଛନ୍ତି:

ଶାସନରେ କ୍ରାନ୍ତି ଏବଂ ଉନ୍ନତ ସେବା ବିତରଣରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ଭାରତ ବୈଷୟିକ ଜ୍ଞାନକୌଶଳ ଗ୍ରହଣ କରିଛି ଜ୍ଞାନକୌଶଳ ଲୋକଙ୍କ ଜୀବନରେ ଦକ୍ଷତା ଏବଂ ସୁବିଧା ଆଣିଛି ଏହା ଏକ ଡିଜିଟାଲ୍ ସଶକ୍ତ ଭାରତ ଗଠନ ପାଇଁ ପ୍ରୟାସକୁ ମଧ୍ୟ ଆଗକୁ ନେଇଛି   #9YearsOfTechForGrowth"

HS


(ରିଲିଜ ଆଡି: 1930990) ପରିଦର୍ଶକ କାଉଣ୍ଟର : 150