ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କୃଷକ କଲ୍ୟାଣ ସୁନିଶ୍ଚିତ କରିବା
ଗତ ୯ ବର୍ଷରେ କୃଷକଙ୍କ କଲ୍ୟାଣ ଦିଗରେ ନିଆଯାଇଥିବା ପଦକ୍ଷେପ ସେୟାର କଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
05 JUN 2023 1:08PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗତ ୯ ବର୍ଷରେ କୃଷକ କଲ୍ୟାଣ ସମ୍ବନ୍ଧିତ ଆଲେଖ୍ୟ, ଭିଡିଓ, ଗ୍ରାଫିକ୍ସ ଏବଂ ସୂଚନାଗୁଡ଼ିକୁ ସେୟାର କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
‘ଆମ କୃଷକଙ୍କ ଝାଳ ଏବଂ ପରିଶ୍ରମ ଦେଶର ପ୍ରଗତିରେ ଏକ ବଡ଼ ଭୂମିକା ନିଭାଇଥାଏ । ସେମାନଙ୍କ ଅକ୍ଲାନ୍ତ ପରିଶ୍ରମ ଆମ ଖାଦ୍ୟ ସୁରକ୍ଷାର ମେରୁଦଣ୍ଡ । ୰୯ ବର୍ଷ ଧରି ଅନ୍ନଦାତାଙ୍କ ସଶକ୍ତୀକରଣ କରାଯାଇଛି ଏବଂ ଏହି କ୍ଷେତ୍ର ବିକାଶର ନୂଆ ଉଚ୍ଚତାକୁ ସୁନିଶ୍ଚିତ କରିଛି ।’
SR
(रिलीज़ आईडी: 1929878)
आगंतुक पटल : 154
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam