ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ତେଲଙ୍ଗାନା ପ୍ରତିଷ୍ଠା ଦିବସରେ ରାଜ୍ୟବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

Posted On: 02 JUN 2023 10:14AM by PIB Bhubaneshwar

ତେଲଙ୍ଗାନା ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

 

ପ୍ରଧାନମନ୍ତ୍ରୀ ଏକ ଟୁଇଟରେ କହିଛନ୍ତି:

 

ତେଲଙ୍ଗାନା ପ୍ରତିଷ୍ଠା ଦିବସରେ ଏହି ରାଜ୍ୟର ଲୋକଙ୍କୁ ମୋର ଶୁଭକାମନା ଏଠାକାର ଲୋକଙ୍କ ଦକ୍ଷତା ଏବଂ ସଂସ୍କୃତି ବହୁ ପ୍ରଶଂସିତ ମୁଁ ତେଲଙ୍ଗାନାର କଲ୍ୟାଣ ଏବଂ ସମୃଦ୍ଧି ପାଇଁ ପ୍ରାର୍ଥନା କରୁଛି

 

 SR


(Release ID: 1929271) Visitor Counter : 142