ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜୁନ ୨୧ରେ ହେବାକୁ ଥିବା ନବମ ଆନ୍ତର୍ଜାତିକ ଯୋଗ ଦିବସ ସମ୍ପର୍କରେ ନାଗରିକମାନଙ୍କୁ ସ୍ମରଣ କରାଇଲେ ପ୍ରଧାନମନ୍ତ୍ରୀ
Posted On:
31 MAY 2023 8:31PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଜୁନ ୨୧ରେ ହେବାକୁ ଥିବା ନବମ ଆନ୍ତର୍ଜାତିକ ଯୋଗ ଦିବସ ସମ୍ପର୍କରେ ଦେଶବାସୀଙ୍କୁ ସ୍ମରଣ କରାଇ ଦେଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଆସନ୍ତୁ ପ୍ରସ୍ତୁତ ହେବା ଏବଂ ଆମ ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଏହି ପ୍ରାଚୀନ ସ୍ୱାସ୍ଥ୍ୟ ପଦ୍ଧତିକୁ ପାଳନ କରିବା ।
ଆୟୁଷ ମନ୍ତ୍ରାଳୟର ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଆନ୍ତର୍ଜାତିକ ଯୋଗ ଦିବସ ପାଇଁ ଆଉ ମାତ୍ର ତିନି ସପ୍ତାହ ବାକି!
ଆସନ୍ତୁ ପ୍ରସ୍ତୁତ ହେବା ଏବଂ ଆମ ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଏହି ପ୍ରାଚୀନ ବ୍ୟବସ୍ଥାକୁ ପାଳନ କରିବା । ଆସନ୍ତୁ ଆମେ ଏକ ସୁସ୍ଥ ଓ ସୁଖୀ ସମାଜ ନିର୍ମାଣ କରିବା ।”
SR
(Release ID: 1928882)
Visitor Counter : 136
Read this release in:
English
,
Hindi
,
Punjabi
,
Gujarati
,
Tamil
,
Telugu
,
Malayalam
,
Bengali
,
Assamese
,
Urdu
,
Urdu
,
Marathi
,
Kannada