ପୋଷ୍ଟ କରାଯିବା ଦିନାଙ୍କ:
19 MAY 2023 8:07PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ପ୍ରତିରକ୍ଷା ଉତ୍ପାଦନ ପ୍ରଥମ କରି ୧ ଲକ୍ଷ କୋଟି ଟଙ୍କା ପାର୍ କରିବାକୁ ପ୍ରଶଂସା କରିଛନ୍ତି ।
ପ୍ରତିରକ୍ଷା ମନ୍ତ୍ରୀଙ୍କ ଏକ ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି:
‘ଏହା ଏପରି ଏକ କୀର୍ତ୍ତି ଯାହା ପ୍ରତ୍ୟେକ ଭାରତୀୟଙ୍କ ମୁହଁରେ ହସ ଆଣିଦେବ ।
ଏ କ୍ଷେତ୍ରରେ ଅତୁଳନୀୟ ଉତ୍ସାହ ପ୍ରଦର୍ଶନ କରିଥିବାରୁ ଭାରତବାସୀଙ୍କୁ ଶୁଭେଚ୍ଛା । ଆମେ ଏହି କ୍ଷେତ୍ରରେ ଆହୁରି ଅଧିକ ଆଗେଇବା ରାସ୍ତାରେ ଅଛୁ ।’
SR