ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଭାରତର ପ୍ରତିରକ୍ଷା ଉତ୍ପାଦନ ପ୍ରଥମ ଥର ୧ ଲକ୍ଷ କୋଟି ଟଙ୍କା ପାର୍ କରିବାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
प्रविष्टि तिथि:
19 MAY 2023 8:07PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ପ୍ରତିରକ୍ଷା ଉତ୍ପାଦନ ପ୍ରଥମ କରି ୧ ଲକ୍ଷ କୋଟି ଟଙ୍କା ପାର୍ କରିବାକୁ ପ୍ରଶଂସା କରିଛନ୍ତି ।
ପ୍ରତିରକ୍ଷା ମନ୍ତ୍ରୀଙ୍କ ଏକ ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି:
‘ଏହା ଏପରି ଏକ କୀର୍ତ୍ତି ଯାହା ପ୍ରତ୍ୟେକ ଭାରତୀୟଙ୍କ ମୁହଁରେ ହସ ଆଣିଦେବ ।
ଏ କ୍ଷେତ୍ରରେ ଅତୁଳନୀୟ ଉତ୍ସାହ ପ୍ରଦର୍ଶନ କରିଥିବାରୁ ଭାରତବାସୀଙ୍କୁ ଶୁଭେଚ୍ଛା । ଆମେ ଏହି କ୍ଷେତ୍ରରେ ଆହୁରି ଅଧିକ ଆଗେଇବା ରାସ୍ତାରେ ଅଛୁ ।’
SR
(रिलीज़ आईडी: 1926332)
आगंतुक पटल : 145
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam