ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଗାଜିଆବାଦ-ଅଲିଗଡ଼ ଏକ୍ସପ୍ରେସୱେ ଉପରେ ୧୦୦ ଲେନ୍ କିଲୋମିଟର ପର୍ଯ୍ୟନ୍ତ ବିଟୁମିନସ କଂକ୍ରିଟ ବିଛାଯିବାକୁ ପ୍ରଂଶସା କଲେ


ଏକ ଗୁରୁତ୍ୱପୂର୍ଣ୍ଣ ରାଜପଥ ମାର୍ଗରେ ଏହା ଏକ ଉଲ୍ଲେଖନୀୟ ଉପଲବ୍ଧି ବୋଲି କହିଲେ

ପୋଷ୍ଟ କରାଯିବା ଦିନାଙ୍କ: 22 MAY 2023 4:15PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗାଜିଆବାଦ-ଅଲିଗଡ଼ ଏକ୍ସପ୍ରେସୱେ ଉପରେ ୧୦୦ ଲେନ୍ କିଲୋମିଟର ପର୍ଯ୍ୟନ୍ତ ବିଟୁମିନସ କଂକ୍ରିଟ୍ ବିଛାଯାଇଥିବା କହିବା ସହ ଏକ ଗୁରୁତ୍ୱପୂର୍ଣ୍ଣ ରାଜପଥ ମାର୍ଗରେ ଏହା ଏକ ଉଲ୍ଲେଖନୀୟ ଉପଲବ୍ଧି ବୋଲି କହିଛନ୍ତି

କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ଶ୍ରୀ ନୀତୀନ ଗଡ଼କରୀଙ୍କ ଏକ ଟୁଇଟର ଉତ୍ତର ରଖି ପ୍ରଧାନମନ୍ତ୍ରୀ କହିଛନ୍ତି:

ଏକ ଗୁରୁତ୍ୱପୂର୍ଣ୍ଣ ରାଜପଥ ମାର୍ଗରେ ଏହା ଏକ ଉଲ୍ଲେଖନୀୟ ସଫଳତା ବେଗ ଏବଂ ଉନ୍ନତ ଭିତ୍ତିଭୂମି ନିମନ୍ତେ ଆଧୁନିକ ପଦ୍ଧତି ଆପଣାଇବାକୁ ଦିଆଯାଇଥିବା ଗୁରୁତ୍ୱକୁ ଏହା ଦର୍ଶାଉଛି

 SR


(ରିଲିଜ ଆଡି: 1926327) ପରିଦର୍ଶକ କାଉଣ୍ଟର : 135