ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଉତ୍ତର ପ୍ରଦେଶର ବସ୍ତିରେ ମୋଦି (ମିଶନ ଓରିଏଣ୍ଟେଡ ଡେଭେଲପିଂ ଇଣ୍ଡିଆ) ଅନ୍ତର୍ଗତ ବିକାଶ କାର୍ଯ୍ୟକ୍ରମକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

Posted On: 17 MAY 2023 1:37PM by PIB Bhubaneshwar

ପ୍ରଧାନମନ୍ତ୍ରୀ, ଉତ୍ତର ପ୍ରଦେଶର ବସ୍ତିରେ ମୋଦି (ମିଶନ ଓରିଏଣ୍ଟେଡ ଡେଭେଲପିଂ ଇଣ୍ଡିଆ) ଅନ୍ତର୍ଗତ ବିକାଶ କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି ।

ମୋଦି (ମିଶନ ଓରିଏଣ୍ଟେଡ ଡେଭେଲପିଂ ଇଣ୍ଡିଆ) ଅନ୍ତର୍ଗତ ପକ୍କା ଘର ଭଳି ବିକାଶ କାର୍ଯ୍ୟକ୍ରମ ସମ୍ପର୍କରେ ବସ୍ତି ସାଂସଦ ଶ୍ରୀ ହରିଶ ଦ୍ୱିବେଦୀଙ୍କ ଟ୍ୱିଟର ପ୍ରତ୍ୟୁତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି;

ପକ୍କା ଘରଗୁଡିକ କିପରି ଆମ ଗରିବ ଭାଇ-ଭଉଣୀଙ୍କ ଜୀବନକୁ ଆଲୋକିତ କରିଛି, ଉତ୍ତର ପ୍ରଦେଶର ବସ୍ତିର ବିକାଶ କାର୍ଯ୍ୟ ଏହାର ଏକ ଭଲ ଉଦାହରଣ ।     

SR



(Release ID: 1924891) Visitor Counter : 118