ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ୱାଲମାର୍ଟ ସିଇଓ ଶ୍ରୀ ଡୋଗ୍ ମ୍ୟାକମିଲନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 15 MAY 2023 2:41PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୱାଲମାର୍ଟ ସିଇଓ ଶ୍ରୀ ଡୋଗ୍ ମ୍ୟାକମିଲନଙ୍କୁ ଭେଟିଛନ୍ତି ।

ୱାଲମାର୍ଟର ଏକ ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି:

‘ୱାଲମାର୍ଟ ସିଇଓ ଶ୍ରୀ ଡୋଗ୍ ମ୍ୟାକମିଲନଙ୍କ ସହ ବୈଠକ ଫଳପ୍ରଦ ଥିଲା । ବିଭିନ୍ନ ବିଷୟରେ ଗଭୀର ଭାବେ ଆଲୋଚନା ହୋଇଥିଲା । ନିବେଶ ପାଇଁ ଭାରତକୁ ଏକ ଆକର୍ଷଣୀୟ ଗନ୍ତବ୍ୟସ୍ଥଳ ଭାବେ

ଦେଖିବା ଖୁସିର ବିଷୟ’ ।

 

 SR

 


(ରିଲିଜ ଆଡି: 1924168) ପରିଦର୍ଶକ କାଉଣ୍ଟର : 130