ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସିସକୋ ଚେୟାରମ୍ୟାନ ଏବଂ ସିଇଓଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 11 MAY 2023 4:52PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସିସକୋ ଚେୟାରମ୍ୟାନ ଏବଂ ସିଇଓ ଶ୍ରୀ ଚୁକ୍ ରବିନ୍ସଙ୍କୁ ଭେଟିଛନ୍ତି ।

ଶ୍ରୀ ରବିନ୍ସଙ୍କ ଏକ ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି:

‘ଚୁକ୍ ରବିନ୍ସଙ୍କୁ ଭେଟି ଖୁସି ଲାଗିଲା । ସିସକୋ ଭାରତରେ ଉପଲବ୍ଧ ବ୍ୟାପକ ସୁଯୋଗର ବ୍ୟବହାର କରୁଥିବା ଦେଖି ଭଲ ଲାଗିଲା ।’

 SR


(ରିଲିଜ ଆଡି: 1923398) ପରିଦର୍ଶକ କାଉଣ୍ଟର : 168