ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଚଣ୍ଡିଗଡରେ ଭାରତର ପ୍ରଥମ ଭାରତୀୟ ବାୟୁ ସେନା ଐତିହ୍ୟ କେନ୍ଦ୍ରକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

प्रविष्टि तिथि: 09 MAY 2023 4:04PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଚଣ୍ଡିଗଡରେ ଭାରତର ପ୍ରଥମ ଭାରତୀୟ ବାୟୁ ସେନା ଐତିହ୍ୟ କେନ୍ଦ୍ରକୁ ପ୍ରଶଂସା କରିଛନ୍ତି ।

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ଏହା ଏକ ଉଲ୍ଲେଖନୀୟ ଉଦ୍ୟମ, ଯାହା ଆମ ଦେଶ ପ୍ରତି ବାୟୁ ସେନାର ସମୃଦ୍ଧ ଅବଦାନକୁ ଆହୁରି ଗୌରବାଜ୍ୱଳ କରିବ ।

SR


(रिलीज़ आईडी: 1922788) आगंतुक पटल : 193
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Assamese , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam