ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଦିବ୍ୟାଙ୍ଗ ମହିଳାଙ୍କ ଦ୍ୱାରା ମନ୍ କୀ ବାତର ୧୦୦ତମ ଅଧ୍ୟାୟର ପେଣ୍ଟିଂ ସେୟାର କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 05 MAY 2023 8:50PM by PIB Bhubaneshwar

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ କୀ ବାତର ୧୦୦ତମ ଅଧ୍ୟାୟରେ ରାଜସ୍ଥାନ ଆଜମୈରର ଦିବ୍ୟାଙ୍ଗ ମହିଳା ଆଙ୍କିଥିବା ଚିତ୍ରକୁ ସେୟାର କରିଛନ୍ତି

ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି:

ବହୁତ ମନମୋହକ ପେଣ୍ଟିଂ! ଆଜମୈରର ସୁନ୍ଦର ଝିଅ ନନ୍ଦିନୀଙ୍କ ଅଭିନନ୍ଦନ ବାର୍ତ୍ତା ଦେଖି ମୁଁ ଅଭିଭୂତ! ମୋ ତରଫରୁ ତାଙ୍କୁ ବହୁତସାରା ଅଭିନନ୍ଦନ!’

 

 SR


(रिलीज़ आईडी: 1922199) आगंतुक पटल : 149
इस विज्ञप्ति को इन भाषाओं में पढ़ें: Telugu , English , Urdu , हिन्दी , Marathi , Bengali , Manipuri , Assamese , Punjabi , Gujarati , Tamil , Kannada , Malayalam