ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାରତର ରାଷ୍ଟ୍ରୀୟ କ୍ବାଣ୍ଟମ୍ ମିଶନ୍ ଉପରେ କେନ୍ଦ୍ର ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂଙ୍କ ଆର୍ଟିକିଲକୁ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

Posted On: 25 APR 2023 1:45PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ରାଷ୍ଟ୍ରୀୟ କ୍ବାଣ୍ଟମ୍ ମିାନ୍ ଉପରେ କେନ୍ଦ୍ର ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂଙ୍କ ଆର୍ଟିକିଲକୁ ସେୟାର କରିଛନ୍ତି।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଟ୍ବିଟ୍ କରିଛନ୍ତି :

‘‘କେନ୍ଦ୍ର ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂଙ୍କ ବ୍ୟାପକ ଭାବରେ ଦର୍ଶାଇଛନ୍ତି ଯେ କିପରି ରାଷ୍ଟ୍ରୀୟ କ୍ବାଣ୍ଟମ୍ ମିଶନ୍ ସହିତ, ଭାରତର ବିଶ୍ବ କ୍ବାଣ୍ଟମ୍ ପ୍ରଯୁକ୍ତି ମାନଚିତ୍ର ଉପରେ ନିଜର ଉପସ୍ଥିତି ଜାହିର କରିଛି…. ନିଶ୍ଚିତ ପଢ଼ନ୍ତୁ।’’

BS


(Release ID: 1921909)