ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
୨୦୨୩ ଏପ୍ରିଲରେ ସର୍ବାଧତ୍କ ଜିଏସ୍ଟି ସଂଗ୍ରହକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
Posted On:
01 MAY 2023 6:44PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୩ ଏପ୍ରିଲରେ ସର୍ବାଧତ୍କ ୧.୮୭ ଲକ୍ଷକୋଟି ଜିଏସ୍ଟି ସଂଗ୍ରହକୁ ଭାରତୀୟ ଅର୍ଥନୀତି ପାଇଁ ବଡ଼ ଖବର ବୋଲି କହିଛନ୍ତି I
ଅର୍ଥ ମନ୍ତ୍ରଣାଳୟ ଏକ ଟୁଇଟ୍କୁ ପ୍ରଧାନମନ୍ତ୍ରୀ ରିଟୁଇଟ୍ କରି ଲେଖିଛନ୍ତି: ଭାରତୀୟ ଅର୍ଥ ବ୍ୟବସ୍ଥା ପାଇଁ ବଡ଼ ଖବର I ଟିକସ ହାର କମିବା ସତ୍ତ୍ୱେ କର ସଂଗ୍ରହରେ ସଫଳତା ଜିଏସ୍ଟି ଏକୀକରଣ ଏବଂ ଅନୁପାଳନର ବୃଦ୍ଧିକୁ ଦର୍ଶାଉଛିI
SR
(Release ID: 1921848)
Visitor Counter : 141
Read this release in:
Tamil
,
Malayalam
,
Assamese
,
Bengali
,
English
,
Urdu
,
Marathi
,
Hindi
,
Manipuri
,
Punjabi
,
Gujarati
,
Telugu
,
Kannada