ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭିତ୍ତିଭୂମି ସହ ଜଡ଼ିତ ସମସ୍ତ କ୍ଷେତ୍ରରେ ଗତ ୯ ବର୍ଷରେ ଦ୍ରୁତ ପରିବର୍ତ୍ତନ ହୋଇଛି: ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 26 APR 2023 9:26AM by PIB Bhubaneswar

୨୦୧୪ ପରେ ୫୩,୮୬୮ କିଲୋମିଟରରୁ ଅଧିକ ଜାତୀୟ ରାଜପଥର ବିସ୍ତାର ତଥା ପ୍ରଶସ୍ତିକରଣ ହେବା  ସମ୍ପର୍କିତ କେନ୍ଦ୍ରମନ୍ତ୍ରୀ ଶ୍ରୀ ନୀତୀନ ଗଡ଼କରୀଙ୍କ ଏକ ଟୁଇଟକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେୟାର କରିଛନ୍ତି ।

ଏହି ଉପଲବ୍ଧିର ପ୍ରଶଂସା କରି ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

ଭିତ୍ତିଭୂମି ସହ ଜଡ଼ିତ ସମସ୍ତ କ୍ଷେତ୍ରରେ ଗତ ୯ ବର୍ଷରେ ଦ୍ରୁତ ପରିବର୍ତ୍ତନ ହୋଇଛି । ଉନ୍ନତ ସଡ଼କ ସଂଯୋଗ ଅର୍ଥନୀତିର ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ  ବହୁତ ମଜଭୁତ କରିଛି ।

 

SR


(ରିଲିଜ ଆଡି: 1919874) ପରିଦର୍ଶକ କାଉଣ୍ଟର : 176