ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏସ୍ଟି ସାଙ୍ଗମାମ୍ ଅତିଥିଙ୍କୁ ସ୍ୱାଗତ ପାଇଁ ବାଦଲପଡ଼ା ବାସିନ୍ଦାଙ୍କ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
25 APR 2023 4:52PM by PIB Bhubaneswar
ସୌରାଷ୍ଟ୍ର ତାମିଲ ସାଙ୍ଗମାମ୍ ଅତିଥିଙ୍କୁ ପରିବାର ଭଳି ସ୍ୱାଗତ କରିଥିବାରୁ ସୋମନାଥ ବାଦଲପଡ଼ା ଗ୍ରାମର ଲୋକଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।
ଏସ୍ ଟି ସାଙ୍ଗମାମଙ୍କ ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
‘ଦେଖି ଭଲ ଲାଗିଲା । ବାଦଲପଡ଼ା ଲୋକଙ୍କୁ ପ୍ରଶଂସା’
SR
(रिलीज़ आईडी: 1919506)
आगंतुक पटल : 136
इस विज्ञप्ति को इन भाषाओं में पढ़ें:
Gujarati
,
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Tamil
,
Telugu
,
Kannada
,
Malayalam