ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଦେଶବାସୀଙ୍କୁ Indiahandmade.com ବୁଲି ଦେଖିବାକୁ ଆହ୍ୱାନ ଜଣାଇଲେ ପ୍ରଧାନମନ୍ତ୍ରୀ
Posted On:
24 APR 2023 6:29PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଦେଶବାସୀଙ୍କୁ Indiahandmade.com,ଭାରତର ସମୃଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପ ଐତିହ୍ୟ ଉପଲବ୍ଧ ଥିବା ବିପଣୀ (ୱାନ-ଷ୍ଟପ-ସପ) ବୁଲି ଦେଖିବାକୁ ଆହ୍ୱାନ ଜଣାଇଛନ୍ତି ।
କେନ୍ଦ୍ର ମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“Indiahandmade.com ବୁଲି ଆସନ୍ତୁ ଓ #VocalForLocal ପାଇଁ ଆରମ୍ଭ ହୋଇଥିବା ଅଭିଯାନରେ ସାମିଲ ହୁଅନ୍ତୁ ।”
SR
(Release ID: 1919248)
Visitor Counter : 118
Read this release in:
Kannada
,
Assamese
,
Manipuri
,
Malayalam
,
English
,
Urdu
,
Marathi
,
Hindi
,
Bengali
,
Punjabi
,
Gujarati
,
Tamil
,
Telugu