ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନୂଆ ଯାତ୍ରୀବାହୀ ରେଳ ପାଇଁ ଗୋଁଦିୟା ବାସିନ୍ଦାଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
20 APR 2023 6:36PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଜବଲପୁର- ଗୋଁଦିୟା- ଜବଲପୁର ମଧ୍ୟରେ ଚାଲିବାକୁ ଥିବା ନୂତନ ଯାତ୍ରୀବାହୀ ରେଳ ପାଇଁ ଗୋଁଦିୟା ବାସିନ୍ଦାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ସୁନୀଲ ମେନ୍ଧେଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ହାର୍ଦ୍ଦିକ ଶୁଭକାମନା! ଜବଲପୁର ଓ ଗୋଁଦିୟା ମଧ୍ୟରେ ଏହି ନୂଆ ଟ୍ରେନ ଏକ ବଡ ଉପହାର, ଯାହାଦ୍ୱାରା ଲୋକଙ୍କ ଯାତ୍ରା ସୁରକ୍ଷିତ ଓ ସୁବିଧାଜନକ ହେବ ।”
SR
(ରିଲିଜ ଆଡି: 1918333)
ପରିଦର୍ଶକ କାଉଣ୍ଟର : 136
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam