ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଭାରତର ଜି୨୦ ଅଧ୍ୟକ୍ଷତା ସମୟରେ ୧୦୦ ତମ ଜି -୨୦ ବୈଠକକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ
Posted On:
17 APR 2023 6:58PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତର ଜି୨୦ ଅଧ୍ୟକ୍ଷତା ସମୟରେ ୧୦୦ତମ ଜି -୨୦ ବୈଠକକୁ ପ୍ରଶଂସା କରିଛନ୍ତି ।
ଜି ୨୦ ଇଣ୍ଡିଆର ଏକ ଟୁଇଟ୍ ସୂତ୍ରର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଗୋଟିଏ ବିଶ୍ୱ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ ର ନୀତି ଏବଂ ଆମର ବସୁଧୈବ କୁଟୁମ୍ବକମ୍ ର ଭାବଧାରା ଅନୁଯାୟୀ, ଭାରତର ଜି -୨୦ ଅଧ୍ୟକ୍ଷତା ବିଶ୍ୱର ଉନ୍ନତି ତଥା ଏକ ଉନ୍ନତ ପୃଥିବୀ ସୃଷ୍ଟି ପାଇଁ କାର୍ଯ୍ୟ କରୁଛି ।”
HS
(Release ID: 1917481)
Visitor Counter : 142
Read this release in:
Bengali
,
Malayalam
,
Assamese
,
English
,
Urdu
,
Hindi
,
Marathi
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada