ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଅରୁଣାଚଳ ପ୍ରଦେଶର ଗ୍ୟାଙ୍ଗଖାରରେ ଶାର ନାୟମା ତଶୋ ସୁମ ନାମୟିଗ ଲାହ୍କାଙ୍ଗ (ଗୋନ୍ପା) ଉଦଘାଟନରେ ସନ୍ତୋଷ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

Posted On: 17 APR 2023 4:30PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଅରୁଣାଚଳ ପ୍ରଦେଶର ଗ୍ୟାଙ୍ଗଖାର ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପେମା ଖାଣ୍ଡୁଙ୍କ ଦ୍ୱାରା ଶାର ନାୟମା ତଶୋ ସୁମ ନାମୟିଗ ଲାହ୍କାଙ୍ଗ (ଗୋନ୍ପା) ଉଦଘାଟନ ହୋଇଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ପେମା ଖାଣ୍ଡୁଙ୍କ ଟ୍ୱିଟ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ଭାରତର କୋଣ ଅନୁକୋଣରୁ ଲୋକେ ଏହି ପବିତ୍ର ସ୍ଥଳକୁ ଆସି ବୌଦ୍ଧ ଧର୍ମ ପ୍ରତି ରାଷ୍ଟ୍ରର ଗଭୀର ଆସ୍ଥାକୁ ଆହୁରି ମଜବୁତ କରନ୍ତୁ ବୋଲି କାମନା କରୁଛି ।   

 

SR



(Release ID: 1917350) Visitor Counter : 110