ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମହାରାଷ୍ଟ୍ରରେ ୬ଟି ରେଳବାଇ ଓଭରବ୍ରିଜ ଉଦଘାଟନକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
16 APR 2023 9:52AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ବିଦର୍ଭ ଅଞ୍ଚଳରେ ଗତକାଲି ୬ଟି ରେଳବାଇ ଓଭରବ୍ରିଜ (ଆରଓବି) ଉଦଘାଟନକୁ ପ୍ରଶଂସା କରିଛନ୍ତି ।
ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନବୀଶଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ବିଦର୍ଭ ଅଞ୍ଚଳର କନେକ୍ଟିଭିଟି ପାଇଁ ଖୁବ ବଢିଆ ।”
SR
(ରିଲିଜ ଆଡି: 1917133)
ପରିଦର୍ଶକ କାଉଣ୍ଟର : 178
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Manipuri
,
Assamese
,
Bengali
,
Punjabi
,
Gujarati
,
Gujarati
,
Tamil
,
Telugu
,
Kannada
,
Malayalam