ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାରତୀୟ ନୌସେନାର ଅସାଧାରଣ ଦକ୍ଷତା ଓ ଦୃଢ ସଂକଳ୍ପକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 14 APR 2023 8:31AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଓଏନଜିସିର ଜଟିଳ ଇନ୍ଧନ ଉତ୍ତୋଳନ ଉପକରଣକୁ ଠିକ ଭାବେ ସଜାଡି ପାଣି ତଳେ ଅତିରିକ୍ତ ଇନ୍ଧନ ଲାଇନ ସ୍ଥାପନ କରିଥିବା ଭାରତୀୟ ନୌସେନାର ଅସାଧାରଣ ଦକ୍ଷତା ଓ ଦୃଢ ସଂକଳ୍ପକୁ ପ୍ରଶଂସା କରିଛନ୍ତି ।

ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ଏକ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଭାରତୀୟ ନୌସେନାର ଉଲ୍ଲେଖନୀୟ ଉଦ୍ୟମ । 

SR


(रिलीज़ आईडी: 1916404) आगंतुक पटल : 147
इस विज्ञप्ति को इन भाषाओं में पढ़ें: Tamil , English , Urdu , हिन्दी , Marathi , Manipuri , Assamese , Bengali , Punjabi , Gujarati , Telugu , Kannada , Malayalam