ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପୋଷ୍ଟ ଅଫିସ ନିର୍ମାଣରେ ୩ଡି ପ୍ରିଣ୍ଟିଂ ପ୍ରଯୁକ୍ତି ବ୍ୟବହାରକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 13 APR 2023 6:13PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ବେଙ୍ଗଲୁରୁରେ ପୋଷ୍ଟ ଅଫିସ ନିର୍ମାଣରେ ୩ଡି ପ୍ରିଣ୍ଟିଂ ପ୍ରଯୁକ୍ତି ବ୍ୟବହାରକୁ ପ୍ରଶଂସା କରିଛନ୍ତି ।

କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଟ୍ୱିଟ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ଏହି ଉଦ୍ଦେଶ୍ୟ ପାଇଁ ପ୍ରଯୁକ୍ତି ବ୍ୟବହାରର ନୂଆ ଦିଗ ଦେଖି ଖୁସି ଲାଗିଲା ।   

 

SR


(ରିଲିଜ ଆଡି: 1916293) ପରିଦର୍ଶକ କାଉଣ୍ଟର : 160