ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଅରୁଣାଚଳ ପ୍ରଦେଶର ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ କହିଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
11 APR 2023 2:33PM by PIB Bhubaneswar
ଅରୁଣାଚଳ ପ୍ରଦେଶର ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଏସବୁ ଉନ୍ନୟନମୂଳକ କାର୍ଯ୍ୟ ଦ୍ୱାରା ଅରୁଣାଚଳ ପ୍ରଦେଶର ଆଭ୍ୟନ୍ତରୀଣ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଜୀବନର ମାନ ବଦଳିବ ।”
କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହ ଏକ ଟ୍ୱିଟରେ ସୂଚନା ଦେଇଛନ୍ତି, ସେ କିବିଥୁ ଠାରେ ଆଇଟିବିପି ଦ୍ୱାରା ଆରମ୍ଭ ହୋଇଥିବା ଅନେକ ଯୋଜନା ସହ ୯ଟି କ୍ଷୁଦ୍ର ମାଇକ୍ରୋ ଜଳବିଦ୍ୟୁତ ଯୋଜନା ଶୁଭାରମ୍ଭ କରିଛନ୍ତି । ସେ ମହିଳା ଏସଏଚଜିଗୁଡିକ ଦ୍ୱାରା ଆୟୋଜିତ ଏକ ପ୍ରଦର୍ଶନୀ ମଧ୍ୟ ପରିଦର୍ଶନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
SR
(ରିଲିଜ ଆଡି: 1915692)
ପରିଦର୍ଶକ କାଉଣ୍ଟର : 147
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam