ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବାଘ ସଂଖ୍ୟା ବୃଦ୍ଧି ଉତ୍ସାହଜନକ ହୋଇଥିବାରୁ ସନ୍ତୋଷ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
09 APR 2023 10:28PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ବାଘ ସଂଖ୍ୟା ବୃଦ୍ଧି ଉତ୍ସାହଜନକ ହୋଇଥିବାରୁ ସନ୍ତୋଷ ବ୍ୟକ୍ତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ବାଘ ସଂଖ୍ୟା ବୃଦ୍ଧି ଉତ୍ସାହଜନକ । ସମସ୍ତ ହିତାଧିକାରୀ ଓ ପରିବେଶ ପ୍ରେମୀଙ୍କୁ ଅଭିନନ୍ଦନ । ଏହି ଧାରା ବାଘ ଓ ଅନ୍ୟ ଜୀବନଜନ୍ତୁଙ୍କ ସୁରକ୍ଷା ଦାୟିତ୍ୱ ଆହୁରି ବଢାଇ ଦେଇଛି । ଆମ ସଂସ୍କୃତି ମଧ୍ୟ ଆମକୁ ଏହି ଶିକ୍ଷା ଦେଇଥାଏ ।”
SR
(ରିଲିଜ ଆଡି: 1915570)
ପରିଦର୍ଶକ କାଉଣ୍ଟର : 144
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam