ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ତାମିଲନାଡୁର ବିକାଶ କାର୍ଯ୍ୟ, ତାମିଲ ଭାଷା ଓ ମେକ ଇନ ଇଣ୍ଡିଆ ଭାବନା ସମ୍ପର୍କରେ ନାଗରିକଙ୍କ ଟିପ୍ପଣୀର ପ୍ରତ୍ୟୁତ୍ତର ଦେଲେ ପ୍ରଧାନମନ୍ତ୍ରୀ

Posted On: 11 APR 2023 3:11PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ତାମିଲନାଡୁରେ ବିକାଶ କାର୍ଯ୍ୟ, ତାମିଲ ଭାଷା ଓ ମେକ ଇନ ଇଣ୍ଡିଆ ଭାବନା ଆଦି ପ୍ରସଙ୍ଗରେ ନାଗରିକମାନଙ୍କ ଟିପ୍ପଣୀର ପ୍ରତ୍ୟୁତ୍ତର ଦେଇଛନ୍ତି ।

ତାମିଲନାଡୁରେ ବିକାଶ କାର୍ଯ୍ୟ ସମ୍ପର୍କରେ:

ଚେନ୍ନାଇ ଓ ତାମିଲନାଡୁର ବିକାଶ ପାଇଁ ନୂଆ ଟର୍ମିନାଲର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିବ ।

ଜାଣି ଖୁସି ଲାଗିଲା ।

ଗତକାଲି ଆରମ୍ଭ ହୋଇଥିବା କାମଗୁଡିକର ତାମିଲନାଡୁର ବିକାଶରେ ବେଶ ସକାରାତ୍ମକ ପ୍ରଭାବ ପକାଇବ ।

ମେକ ଇନ ଇଣ୍ଡିଆ ଭାବନା ସମ୍ପର୍କରେ:

ମୋ ସମେତ ସାରା ଭାରତର ଲୋକେ ଏହି ଭାବନାକୁ ବାଣ୍ଟିଥାନ୍ତି । ମେକ ଇଣ୍ଡିଆ ସିଂହ ଭାରତବାସୀଙ୍କ ଶକ୍ତି ଓ ଦକ୍ଷତାର ପ୍ରତୀକ ।

ତାମିଲ ଭାଷା ସମ୍ପର୍କରେ:

ଗତକାଲି ଯେପରି ମୋ ବକ୍ତବ୍ୟରେ କହିଥିଲି- ମୁଁ ତାମିଲ ଭାଷା, ତାମିଲ ସଂସ୍କୃତି ଓ ଚେନ୍ନାଇର ବାତାବରଣକୁ ଭଲ ପାଏ ।

 

SR



(Release ID: 1915564) Visitor Counter : 104