ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଲଦାଖର କାଠ ଖୋଦେଇ କାମକୁ ଜିଆଇ ଟ୍ୟାଗ ମିଳିଥିବାରୁ ସନ୍ତୋଷ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

Posted On: 05 APR 2023 4:15PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଲଦାଖର ନିଆରା କାଠ ଖୋଦେଇ କାମକୁ ଜିଆଇ ଟ୍ୟାଗ ମିଳିବାରେ ସନ୍ତୋଷ ବ୍ୟକ୍ତ କରିଛନ୍ତି ।  

ଲଦାଖ ସାଂସଦ ଶ୍ରୀ ଜାମୟାଂ ସେରିଂ ନାମଗ୍ୟାଲଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଏହା ଲଦାଖର ସାଂସ୍କୃତିକ ପରମ୍ପରାକୁ ଆହୁରି ଲୋକପ୍ରିୟ କରିବ ଓ କାରିଗରମାନଙ୍କୁ ଲାଭାନ୍ୱିତ କରିବ । 

 

This will make Ladakh’s cultural traditions even more popular and benefit artisans. https://t.co/yxMDAsybkY

— Narendra Modi (@narendramodi) April 5, 2023

SR



(Release ID: 1913910) Visitor Counter : 83