ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ରେଳବାଇ ଦ୍ୱାରା ଗୋଟିଏ ଆର୍ଥିକ ବର୍ଷରେ ସର୍ବାଧିକ ମାଲ ପରିବହନ ପଞ୍ଜିକୃତ
ବାଣିଜ୍ୟ ଓ ଲଜିଷ୍ଟିକ୍ସ କ୍ଷେତ୍ର ପାଇଁ ଭଲ ଖବର ବୋଲି କହିଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
04 APR 2023 5:22PM by PIB Bhubaneswar
କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି, ରେଳବାଇ ୨୦୨୨-୨୩ ଆର୍ଥିକ ବର୍ଷରେ ୧୫୧୨ ମେଟ୍ରିକ ଟନ ମାଲ ପରିବହନ ସହ ଯେକୌଣସି ଆର୍ଥିକ ବର୍ଷ ତୁଳନାରେ ସର୍ବାଧିକ ମାଲ ପରିବହନ ପଞ୍ଜିକୃତ କରିଛି ।
କେନ୍ଦ୍ର ରେଳ ମନ୍ତ୍ରୀଙ୍କ ଟ୍ୱିଟ ଶୃଙ୍ଖଳ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ବାଣିଜ୍ୟ ଓ ଲଜିଷ୍ଟିକ୍ସ କ୍ଷେତ୍ର ପାଇଁ ଭଲ ଖବର ।”
SR
(ରିଲିଜ ଆଡି: 1913599)
ପରିଦର୍ଶକ କାଉଣ୍ଟର : 142
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam