ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମହାବୀର ଜୟନ୍ତୀ ଅବସରରେ ଭଗବାନ ମହାବୀରଙ୍କ ମହତ ଶିକ୍ଷାକୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ

Posted On: 04 APR 2023 5:21PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାବୀର ଜୟନ୍ତୀ ଅବସରରେ ଭଗବାନ ମହାବୀରଙ୍କୁ ନମନ କରିବା ସହ କହିଛନ୍ତି ଭଗବାନ ମହାବୀର ଶାନ୍ତିପୂର୍ଣ୍ଣ, ସୌହାର୍ଦ୍ଦ୍ୟପୂର୍ଣ୍ଣ ଓ ସମୃଦ୍ଧ ସମାଜ ନିର୍ମାଣ ମାର୍ଗ ପ୍ରଦର୍ଶନ କରିଥିଲେ ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ଆଜିର ସ୍ୱତନ୍ତ୍ର ଦିବସରେ ଆମେ ଭଗବାନ ମହାବୀରଙ୍କ ମହତ ଶିକ୍ଷାକୁ ସ୍ମରଣ କରୁଛେ । ସେ ଶାନ୍ତିପୂର୍ଣ୍ଣ, ସୌହାର୍ଦ୍ଦ୍ୟପୂର୍ଣ୍ଣ ଓ ସମୃଦ୍ଧ ସମାଜ ନିର୍ମାଣ ପାଇଁ ମାର୍ଗ ପ୍ରଦର୍ଶନ କରିଥିଲେ । ତାଙ୍କ ଦ୍ୱାରା ପ୍ରେରିତ ହୋଇ ଆମେ ସଦା ଅନ୍ୟର ସେବା କରିବା ଏବଂ ଗରିବ ଓ ପଛୁଆ ଲୋକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବା ।  

 

SR



(Release ID: 1913598) Visitor Counter : 101