ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ନ୍ୟାସନାଲ ଇଣ୍ଟର କଲେଜ କ୍ରସୱାର୍ଡ ଏକ୍ସପେଡିସନ ୨୦୨୩ (ନାଇସ-୨୩) ଯୁବପୀଢି, ବିଶେଷ କରି କ୍ରସୱାର୍ଡ ଆଗ୍ରହୀଙ୍କୁ ଆକର୍ଷିତ କରିବ: ପ୍ରଧାନମନ୍ତ୍ରୀ

Posted On: 31 MAR 2023 5:59PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ନ୍ୟାସନାଲ ଇଣ୍ଟର କଲେଜ କ୍ରସୱାର୍ଡ ଏକ୍ସପେଡିସନ ୨୦୨୩ (ନାଇସ- ୨୩) ଯୁବପୀଢି ବିଶେଷ କରି କ୍ରସୱାର୍ଡ ଆଗ୍ରହୀଙ୍କୁ ଆକର୍ଷିତ କରିବ ।

ଶିକ୍ଷା ମନ୍ତ୍ରୀଙ୍କ ଏକ ଟ୍ୱିଟ ଶୃଙ୍ଖଳ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ଏହା ଏମିତି କିଛି ଯାହା ଯୁବପୀଢି, ବିଶେଷ କରି କ୍ରସୱାର୍ଡ ଆଗ୍ରହୀଙ୍କୁ ଆକର୍ଷିତ କରିବ ।

  

SR



(Release ID: 1912597) Visitor Counter : 84