ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିଶ୍ୱ ବକ୍ସିଂ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ନିଖତ ଜରିନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 31 MAR 2023 3:50PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ବକ୍ସିଂ ଚାମ୍ପିଅନସିପରେ ଚମତ୍କାର ବିଜୟ ଏବଂ ୫୦ କିଲୋଗ୍ରାମ ହାଲୁକା ଫ୍ଲାଏୱେଟ୍ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ନିଖତ ଜରିନଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ ଟୁଇଟ୍କରିଛନ୍ତି;

ବିଶ୍ୱ ବକ୍ସିଂ ଚାମ୍ପିୟନସିପରେ ଚମତ୍କାର ବିଜୟ ଏବଂ ସ୍ୱର୍ଣ୍ଣ ଜିତିବା ପାଇଁ ନିଖତ ଜରିନଙ୍କୁ ଅଭିନନ୍ଦନ ସେ ଜଣେ ଉଲ୍ଲେଖନୀୟ ଚାମ୍ପିଅନ୍‌, ଯାହାଙ୍କ ସଫଳତା ଅନେକ ଥର ଭାରତକୁ ଗର୍ବିତ କରିଛି

HS


(रिलीज़ आईडी: 1912534) आगंतुक पटल : 138
इस विज्ञप्ति को इन भाषाओं में पढ़ें: Kannada , English , Urdu , Marathi , हिन्दी , Assamese , Bengali , Manipuri , Punjabi , Gujarati , Tamil , Telugu , Malayalam