ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସୀମା ସଡକ ସଂଗଠନ ଦ୍ୱାରା ୨୭୮ କିଲୋମିଟର ହାପୋଲି- ସରଲି-ହୁରି ରାସ୍ତାର ବ୍ଲାକଟପିଂକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
ପୋଷ୍ଟ କରାଯିବା ଦିନାଙ୍କ:
23 MAR 2023 9:16PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ସ୍ୱାଧୀନତା ପରେ ପ୍ରଥମ ଥର ସୀମା ସଡକ ସଂଗଠନ ଦ୍ୱାରା ଅରୁଣାଚଳ ପ୍ରଦେଶର କୁରୁଙ୍ଗ କୁମେ ଜିଲ୍ଲାର ଅନ୍ୟତମ ଆଭ୍ୟନ୍ତରୀଣ ଅଞ୍ଚଳ ହୁରିକୁ ସଂଯୋଗ କରୁଥିବା ୨୭୮ କିଲୋମିଟର ଦୀର୍ଘ ହାପୋଲି- ସରଲି-ହୁରି ରାସ୍ତାର ବ୍ଲାକଟପିଂକୁ ପ୍ରଶଂସା କରିଛନ୍ତି ।
ସୀମା ସଡକ ସଂଗଠନର ଏକ ଟ୍ୱିଟ ଶୃଙ୍ଖଳ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଉଲ୍ଲେଖନୀୟ ଉପଲବ୍ଧି!”
SR
(ରିଲିଜ ଆଡି: 1910303)
ପରିଦର୍ଶକ କାଉଣ୍ଟର : 172
ଏହି ରିଲିଜ ପଢନ୍ତୁ :
Telugu
,
Kannada
,
Bengali
,
English
,
Urdu
,
हिन्दी
,
Marathi
,
Manipuri
,
Assamese
,
Punjabi
,
Gujarati
,
Tamil
,
Malayalam