ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବିରୁଧୁନଗର ଠାରେ ପିଏମ ମିତ୍ର ମେଗା ଟେକ୍ସଟାଇଲ୍ ପାର୍କର ଶୁଭାରମ୍ଭ ଅବସରରେ ତାମିଲନାଡୁକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
22 MAR 2023 5:49PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ପିଏମ ମିତ୍ର ମେଗା ଟେକ୍ସଟାଇଲ ପାର୍କ ବିରୁଧୁନଗର ଅଭିଳାଷୀ ଜିଲ୍ଲାର ସ୍ଥାନୀୟ ଅର୍ଥନୀତିକୁ ବୃଦ୍ଧି କରିବ।
ମେଗା ଟେକ୍ସଟାଇଲ୍ ପାର୍କର ଶୁଭାରମ୍ଭ ସମ୍ବନ୍ଧରେ ଘୋଷଣା କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲଙ୍କ ଏକ ଟୁଇଟର ପ୍ରଧାନମନ୍ତ୍ରୀ ଉତ୍ତର ଦେଉଛନ୍ତି।
ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି:
"ତାମିଲନାଡୁର ମୋ ଭଉଣୀ ଏବଂ ଭାଇମାନଙ୍କ ପାଇଁ ଆଜି ଏକ ବିଶେଷ ଦିନ! ବିରୁଧୁନଗର ଅଭିଳାଷୀ ଜିଲ୍ଲା ପିଏମ ମିତ୍ର ମେଗା ଟେକ୍ସଟାଇଲ୍ ପାର୍କର ଗୃହ ହେବ। ଏହା ସ୍ଥାନୀୟ ଅର୍ଥନୀତିକୁ ବୃଦ୍ଧି କରିବ ଏବଂ ଏହା ରାଜ୍ୟର ଯୁବକମାନଙ୍କ ପାଇଁ ଏହା ଲାଭଦାୟକ ହେବ।
BS
(ରିଲିଜ ଆଡି: 1909705)
ପରିଦର୍ଶକ କାଉଣ୍ଟର : 130
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam