ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଗୁଜୁରାଟ ଏବଂ ତାମିଲନାଡୁ ମଧ୍ୟରେ ଏକ ପ୍ରାଚୀନ ବନ୍ଧନକୁ ଏସଟି ସାଙ୍ଗାମମ ପାଳନ କରିଛି: ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 20 MAR 2023 8:25AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟ ଏବଂ ତାମିଲନାଡୁର ବନ୍ଧନ ଉପରେ ଆଲୋକପାତ କରିଛନ୍ତି ଯାହା ସୌରାଷ୍ଟ୍ର ତାମିଲ ସାଙ୍ଗାମମ ଅଧୀନରେ ପାଳନ କରାଯାଉଛି ଏସଟି ସାଙ୍ଗମମ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେଏକ ଭାରତ ଶ୍ରେଷ୍ଠ ଭାରତ' ପାଳନ କରୁଛନ୍ତି

କେନ୍ଦ୍ର ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟଙ୍କ ଏକ ଟୁଇଟର ଉତ୍ତରରେ ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି:

ଏସ୍‍ଟି ସାଙ୍ଗାମମ ଗୁଜୁରାଟ ଏବଂ ତାମିଲନାଡୁ ମଧ୍ୟରେ ଏକ ପ୍ରାଚୀନ ବନ୍ଧନ ପାଳନ କରିଥାଏ ଶତାବ୍ଦୀ ପୂର୍ବରୁ ଗୁଜରାଟର ଲୋକମାନେ ତାମିଲନାଡୁକୁ ନିଜ ଘର କରି ସ୍ଥାନୀୟ ସଂସ୍କୃତିକୁ ଗ୍ରହଣ କରିଥିଲେ ତାମିଲ ଲୋକମାନେ ମଧ୍ୟ ସେମାନଙ୍କୁ ଖୋଲା ମନରେ ସ୍ୱାଗତ କରିଥିଲେ

HS


(ରିଲିଜ ଆଡି: 1908634) ପରିଦର୍ଶକ କାଉଣ୍ଟର : 180