ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଚନ୍ଦୋସି ଏବଂ ସିକନ୍ଦରାବାଦର ପୀଡିତ ମାନଙ୍କ ନିମନ୍ତେ ପିଏମଏନଆରଏଫରୁ ପ୍ରଧାନମନ୍ତ୍ରୀ ଅନୁଦାନ ରାଶି ଘୋଷଣା କରିଛନ୍ତି

Posted On: 18 MAR 2023 7:35AM by PIB Bhubaneshwar

ଚନ୍ଦୋସି ଏବଂ ସିକନ୍ଦରାବାଦର ପୀଡିତ ମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠି (ପିଏମ୍‌ଏନ୍‌ଆରଏଫ୍‌) ପକ୍ଷରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅନୁଦାନ ରାଶି ଘୋଷଣା କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟ୍ୱିଟ୍ କରିଛି ;

"ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚନ୍ଦୋସି ଏବଂ ସିକନ୍ଦରାବାଦ ଠାରେ ଘଟିଥିବା ଦୁର୍ଘଟଣାରେ ପ୍ରତ୍ୟେକ ମୃତକଙ୍କ ସମ୍ପର୍କୀୟଙ୍କ ପାଇଁ ପିଏମ୍‌ଏନ୍‌ଆରଏଫ୍‌ରୁ  ୨ ଲକ୍ଷ ଟଙ୍କା ମୂଲ୍ୟର ଅନୁଦାନ ରାଶି ପ୍ରଦାନ କରାଯିବା ନିମନ୍ତେ ଘୋଷଣା କରିଛନ୍ତି । ଆହତ ମାନଙ୍କୁ ୫୦,୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ ।\"

***

SSP



(Release ID: 1908252) Visitor Counter : 93