ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନାନକଶାହୀ ସମ୍ମତ ୫୫୫ ଆରମ୍ଭ ଅବସରରେ ଶିଖ ସମ୍ପ୍ରଦାୟକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

प्रविष्टि तिथि: 14 MAR 2023 8:06PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ନାନକଶାହୀ ସମ୍ମତ ୫୫୫ ଆରମ୍ଭ ଅବସରରେ ସାରା ବିଶ୍ୱରେ ବସବାସ କରୁଥିବା ଶିଖ ସମ୍ପ୍ରଦାୟକୁ ଶୁଭେଚ୍ଛା ଜଣାଇଛନ୍ତି ।   

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ନାନକଶାହୀ ସମ୍ମତ ୫୫୫ ଆରମ୍ଭ ଅବସରରେ ସାରା ବିଶ୍ୱରେ ବସବାସ କରୁଥିବା ଶିଖ ସମ୍ପ୍ରଦାୟକୁ ଶୁଭେଚ୍ଛା ଜଣାଉଛି । ଆଗାମୀ ବର୍ଷ ସୁଖ, ଉତ୍ତମ ସ୍ୱାସ୍ଥ୍ୟ ଓ ସମୃଦ୍ଧିରେ ଭରପୂର ହେଉ ।

 

SR


(रिलीज़ आईडी: 1907112) आगंतुक पटल : 160
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam