ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କର୍ଣ୍ଣାଟକ ଗସ୍ତର ଝଲକ ଶେୟାର କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 14 MAR 2023 11:17AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକ ଗସ୍ତ କରିଛନ୍ତି । ଏହି ଗସ୍ତର ଝଲକ ସେ ଭିଡିଓ ମାଧ୍ୟମରେ ଶେୟାର କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ସ୍ୱତନ୍ତ୍ର କର୍ଣ୍ଣାଟକ ଗସ୍ତର ଝଲକ...ମାଣ୍ଡ୍ୟା ଓ ଧାରୱାଡବାସୀଙ୍କ ପ୍ରତି ସେମାନଙ୍କ ସ୍ନେହ ଓ ଅନୁରାଗ ପାଇଁ କୃତଜ୍ଞ ।  

 

SR


(रिलीज़ आईडी: 1906647) आगंतुक पटल : 177
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam