କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ
azadi ka amrit mahotsav

ଭାରତରେ ଅବସ୍ଥିତ କୋରିଆ ଦୂତାବାସ ଆରଆରଆର ଚଳଚ୍ଚିତ୍ରର ନାଟୁ ନାଟୁ ନୃତ୍ୟକୁ ସେୟାର କରିଛି


ପ୍ରଧାନମନ୍ତ୍ରୀ ଏହାକୁ ଜୀବନ୍ତ ଏବଂ ଆକର୍ଷଣୀୟ ଦଳଗତ ଉଦ୍ୟମ ବୋଲି କହିଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 27 FEB 2023 11:04AM by PIB Bhubaneswar

ଭାରତରେ ଥିବା କୋରିଆ ଦୂତାବାସ ଆରଆରଆର ଚଳଚ୍ଚିତ୍ରରୁ ନାଟୁ ନାଟୁ ନୃତ୍ୟ ସେୟାର କରିଛନ୍ତି େ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଜୀବନ୍ତ ଏବଂ ଆକର୍ଷଣୀୟ ଦଳଗତ ଉଦ୍ୟମ ବୋଲି କହିଛନ୍ତି ।

ଭାରତରେ ଅବସ୍ଥିତ କୋରିଆ ଦୂତାବାସର ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;

“ଜୀବନ୍ତ ଏବଂ ଆକର୍ଷଣୀୟ ଦଳଗତ ଉଦ୍ୟମ ।”

HS


(ରିଲିଜ ଆଡି: 1902663) ପରିଦର୍ଶକ କାଉଣ୍ଟର : 202