ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଉତ୍ତରପ୍ରଦେଶରେ ବ୍ରଡ ଗଜ୍ ରେଳ ନେଟୱାର୍କର ଶତପ୍ରତିଶତ ବିଦ୍ୟୁତିକରଣରେ ଖୁସି ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
22 FEB 2023 2:09PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶରେ ବ୍ରଡ ଗଜ ରେଳ ନେଟୱାର୍କର ଶତପ୍ରତିଶତ ବିଦ୍ୟୁତିକରଣରେ ଖୁସି ବ୍ୟକ୍ତ କରିଛନ୍ତି ।
ୟୁପିରେ ବ୍ରଡ ଗଜ ରେଳ ନେଟୱାର୍କର ପ୍ରାୟ ୧୦୦ ପ୍ରତିଶତ ବିଦ୍ୟୁତିକରଣ ସଂକ୍ରାନ୍ତରେ ରେଳ ମନ୍ତ୍ରଣାଳୟର ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ବହୁତ ଭଲ!”
HS
(रिलीज़ आईडी: 1901332)
आगंतुक पटल : 173
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam