ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କୁନୋ ଜାତୀୟ ଉଦ୍ୟାନରେ ୧୨ ଚିତାଙ୍କ ନୂଆ ବ୍ୟାଚକୁ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ
प्रविष्टि तिथि:
20 FEB 2023 6:01AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, କୁନୋ ଜାତୀୟ ଉଦ୍ୟାନରେ ୧୨ ଚିତାଙ୍କ ନୂଆ ବ୍ୟାଚକୁ ସ୍ୱାଗତ କରିଛନ୍ତି ।
କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବଙ୍କ ଟ୍ୱିଟର ଉଦ୍ଧୃତି ଦେଇ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଏହି ପଦକ୍ଷେପ ଦ୍ୱାରା ଭାରତର ବନ୍ୟପ୍ରାଣୀ ବିବିଧତାକୁ ପ୍ରୋତ୍ସାହନ ମିଳିବ ।”
SR
(रिलीज़ आईडी: 1900643)
आगंतुक पटल : 156
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam