ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭର ଭାରତ ନିର୍ମାଣ ଉଦ୍ୟମକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

Posted On: 17 FEB 2023 7:30PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓପନ ଏକରେଜ ଲାଇସେନ୍ସିଂ ନୀତି ବ୍ୟବସ୍ଥା ଅନ୍ତର୍ଗତ ଓଡିଶାର ମହାନଦୀ ତଟବର୍ତ୍ତୀ ବେସିନରେ ପ୍ରଥମ ଅନୁସନ୍ଧାନକାରୀ କୂଅ ପୁରୀ-୧ ଆରମ୍ଭ କରି ଶକ୍ତି କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭର କରିବା ଦିଗରେ ଅଏଲ ଇଣ୍ଡିଆ ଲିମିଟେଡର ଉଦ୍ୟମକୁ ପ୍ରଶଂସା କରିଛନ୍ତି ।

କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଏହା ଉଲ୍ଲେଖଯୋଗ୍ୟ ଓ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭର ହେବା ଦିଗରେ ଆମ ପ୍ରୟାସକୁ ସୁଦୃଢ କରୁଛି ।”     

 

SR



(Release ID: 1900246) Visitor Counter : 122