ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଭାରତୀୟ କ୍ରିକେଟ ଖେଳାଳି ଚେତେଶ୍ୱର ପୂଜାରା ନିଜ ୧୦୦ତମ ଟେଷ୍ଟ ମ୍ୟାଚ ଖେଳିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ
Posted On:
14 FEB 2023 10:25PM by PIB Bhubaneshwar
ନିଜର ୧୦୦ତମ ଟେଷ୍ଟ ମ୍ୟାଚ ଖେଳିବା ପୂର୍ବରୁ ଭାରତୀୟ କ୍ରିକେଟ ଖେଳାଳି ଚେତେଶ୍ୱର ପୂଜାରା ଓ ତାଙ୍କ ପତ୍ନୀ ପୂଜା ଆଜି ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଶ୍ରୀ ମୋଦୀ ଚେତେଶ୍ୱର ପୂଜାରାଙ୍କୁ ଶୁଭକାମନା ଜଣାଇଛନ୍ତି ।
ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଆଜି ପୂଜା ଓ ଆପଣଙ୍କୁ ଭେଟି ଆନନ୍ଦିତ । ୧୦୦ତମ ଟେଷ୍ଟ ଓ ଆପଣଙ୍କ କ୍ୟାରିୟର ପାଇଁ ଶୁଭକାମନା ।
@cheteshwar1”
SR
(Release ID: 1899675)
Read this release in:
Bengali
,
Malayalam
,
Kannada
,
English
,
Urdu
,
Hindi
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu