ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ

ନବାଚାର ଓ ନୂଆ ପରିବର୍ତ୍ତନକୁ ଆପଣାଉ ଥିବାରୁ ଡାକ୍ତରମାନଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

Posted On: 14 FEB 2023 5:48AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନବାଚାରରେ ସବୁଠାରୁ ଆଗରେ ରହିବା ଓ ଚିକିତ୍ସା ଜଗତର ନୂଆ ପରିବର୍ତ୍ତନକୁ ଆପଣାଇବା ପାଇଁ ଡାକ୍ତରମାନଙ୍କୁ ପ୍ରଶଂସା କରିଛନ୍ତି । ଏମ୍ସ ଭୁବନେଶ୍ୱର ଜଣେ ଦିବ୍ୟାଙ୍ଗ ରୋଗୀଙ୍କ ଠାରେ କ୍ୱାଡ୍ରୁପଲ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରୀ ସଫଳତାର ସହ କରିଛନ୍ତି । ଏହି ସର୍ଜରୀ ଓଡିଶାରେ ପ୍ରଥମ ଓ ବିଶ୍ୱରେ ରିପୋର୍ଟ ହୋଇଥିବା ଦ୍ୱିତୀୟ ଘଟଣା ।

ଏମ୍ସ ଭୁବନେଶ୍ୱରର ଏକ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ନବାଚାରରେ ସବୁଠାରୁ ଆଗରେ ରହିବା ଓ ଚିକିତ୍ସା ଜଗତର ନୂଆ ପରିବର୍ତ୍ତନକୁ ଆପଣାଇ ଥିବା ଆମ ଡାକ୍ତରମାନଙ୍କୁ ଶୁଭେଚ୍ଛା । ସେମାନଙ୍କ ନୈପୁଣ୍ୟରେ ଆମେ ଗର୍ବିତ ।”    

 

SR



(Release ID: 1898968) Visitor Counter : 103