ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

୩୦ ଡିଗ୍ରୀ ସେଲସିୟସ ତାପମାତ୍ରାରେ ଟ୍ୟାପ ପାଣି ପାଇଥିବା ଡୁଂଟି ଗ୍ରାମବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

Posted On: 11 FEB 2023 9:52AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ -୩୦ ଡିଗ୍ରୀ ସେଲସିୟସ ତାପମାତ୍ରାରେ ଟ୍ୟାପ ପାଣି ପାଇଥିବା ପୂର୍ବ ଲଦାଖର ଡେମଜୋକ ନିକଟସ୍ଥ ଡୁଂଟି ଗ୍ରାମବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା ଜଣାଇଛନ୍ତି । 

ସାଂସଦ ଜମୟାଙ୍ଗ ସେରିଂ ନାମଗ୍ୟାଲଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଡୁଂଟି ଗ୍ରାମବାସୀଙ୍କୁ ଅଭିନନ୍ଦନ ! ‘ହର ଘର ଜଲ’ ସ୍ୱପ୍ନ ପୂରଣ କରିବାକୁ ଆମେ ଦୃଢ ପ୍ରତିବଦ୍ଧ ।” 

 

SR



(Release ID: 1898489) Visitor Counter : 83