ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆମ ଦେଶବାସୀ ସର୍ବୋତ୍ତମ ଭିତ୍ତିଭୂମିର ହକଦାର: ପ୍ରଧାନମନ୍ତ୍ରୀ

प्रविष्टि तिथि: 11 FEB 2023 5:51PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ସରକାର ଦେଶବାସୀଙ୍କୁ ସର୍ବୋତ୍ତମ ଭିତ୍ତିଭୂମି ପ୍ରଦାନ କରିବାକୁ ପ୍ରତିବଦ୍ଧ । ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ସରକାରଙ୍କ ଉଦ୍ୟମକୁ ବେଶ ପ୍ରଶଂସା କରାଯାଉଛି ବୋଲି ସେ କହିଛନ୍ତି ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଆମ ଦେଶବାସୀ ସର୍ବୋତ୍ତମ ଭିତ୍ତିଭୂମିର ହକଦାର, ଯାହା ପ୍ରଦାନ କରିବାକୁ ଆମ ସରକାର କଠୋର ପରିଶ୍ରମ କରିବ । ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଆମ ଉଦ୍ୟମ ବେଶ ପ୍ରଶଂସିତ ।”  

 

SR


(रिलीज़ आईडी: 1898325) आगंतुक पटल : 183
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Manipuri , Bengali , Punjabi , Gujarati , Tamil , Telugu , Kannada , Malayalam