ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 11 FEB 2023 5:48PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଇସ୍ରାଏଲ ପ୍ରଧାନମନ୍ତ୍ରୀ ମହାମହିମ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ କଥା ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;

“ପ୍ରଧାନମନ୍ତ୍ରୀ @netanyahuଙ୍କ ସହ କଥା ହେଲି ଓ ବହୁମୁଖୀ ଭାରତ-ଇସ୍ରାଏଲ ବନ୍ଧୁତ୍ୱକୁ ସୁଦୃଢ କରିବା, ନବାଚାର ଭାଗିଦାରୀକୁ ଅଧିକ ଗୁରୁତ୍ୱ ପ୍ରଦାନ ଏବଂ ପ୍ରତିରକ୍ଷା ଓ ନିରାପତ୍ତା କ୍ଷେତ୍ରରେ ଜାରି ସହଯୋଗ ସମ୍ପର୍କରେ ଆଲୋଚନା କଲି ।

SR


(रिलीज़ आईडी: 1898322) आगंतुक पटल : 182
इस विज्ञप्ति को इन भाषाओं में पढ़ें: Telugu , English , Urdu , Marathi , हिन्दी , Bengali , Manipuri , Assamese , Punjabi , Gujarati , Tamil , Kannada , Malayalam