ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଅଭିଜ୍ଞ ଗାୟିକା ବାଣୀ ଜୟରାମଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ
ପୋଷ୍ଟ କରାଯିବା ଦିନାଙ୍କ:
04 FEB 2023 8:37PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିଜ୍ଞ ଗାୟିକା ବାଣୀ ଜୟରାମଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ପ୍ରତିଭାଶାଳୀ ବାଣୀ ଜୟରାମ ଜୀ ନିଜ ସୁମଧୁର ସ୍ୱର ଓ ବିଭିନ୍ନ ଭାଷା ଓ ଭିନ୍ନ ଭିନ୍ନ ଭାବନାକୁ ଦର୍ଶାଉଥିବା ସମୃଦ୍ଧ କାର୍ଯ୍ୟ ପାଇଁ ସ୍ମରଣୀୟ ରହିବେ । ତାଙ୍କ ବିୟୋଗ ସୃଜନଶୀଳ ଜଗତ ପାଇଁ ଏକ ବିରାଟ କ୍ଷତି । ତାଙ୍କ ପରିବାର ଓ ପ୍ରଶଂସକମାନଙ୍କୁ ସମବେଦନା । ଓମ ଶାନ୍ତି ।”
SR
(ରିଲିଜ ଆଡି: 1896498)
ପରିଦର୍ଶକ କାଉଣ୍ଟର : 145
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam